Monday, September 8, 2025
spot_imgspot_imgspot_imgspot_img
Homeନ୍ୟୁଜ୩ ଘଣ୍ଟା ପାଇଁ ଡିଜିଟାଲ ସେବା ବନ୍ଦ

୩ ଘଣ୍ଟା ପାଇଁ ଡିଜିଟାଲ ସେବା ବନ୍ଦ

ଏସବିଆଇ ଖାତାଧାରୀଙ୍କ ପାଇଁ ଜରୁରୀ ସୂଚନା । ୩ ଘଣ୍ଟା ପାଇଁ ବନ୍ଦ ରହିବ ଏସବିଆଇ ଡିଜିଟାଲ ସେବା । ଦିନ ୧ଟାରୁ ଅପରାହ୍ଣ ୪ଟା ଯାଏଁ ବନ୍ଦ ରହିବ ସେବା । ଏହି ସମୟରେ ୟୁପିଆଇ ଲାଇଟ୍ କିମ୍ବା ଏଟିଏମ ବ୍ୟବହାର ପାଇଁ ପରାମର୍ଶ ଦେଇଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । ତେବେ ବ୍ୟାଙ୍କର ବାର୍ଷିକ କୋଜିଙ୍ଗ୍ କାମ ପାଇଁ ଏହି ସେବା ଉପଲବ୍ଧ ହେବନି ବୋଲି ଉପଭୋକ୍ତାଙ୍କୁ ଏକ୍ସ ଯୋଗେ ଜଣାଇ ଦେଇଛି ଏସବିଆଇ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments