Sunday, March 2, 2025
spot_imgspot_imgspot_imgspot_img
HomeUncategorizedଦଲିତ ଝିଅକୁ ସାହାଯ୍ୟ କରିବାରୁ ସାମ୍ବାଦିକ ପଛରେ….

ଦଲିତ ଝିଅକୁ ସାହାଯ୍ୟ କରିବାରୁ ସାମ୍ବାଦିକ ପଛରେ….

ଏହି ଗ୍ୟାଙ୍ଗ କିଛି ମହିଳା ମାନଙ୍କୁ ଟଙ୍କା ଦେଇ ଥାନା ଘେରାଉ କରିବେ, ଥାନାରେ ମିଛ ଅଭିଯୋଗ କରିବେ l ଯଦି ସେଥିରେ ସଫଳ ନହେବେ ତେବେ କିଛି ହାତ ଗଣତି ସାପ୍ତାହିକ ଖବର କାଗଜକୁ ଧରି ବିରୋଧ କରୁଥିବା ସାମ୍ବାଦିକ ବିରୋଧରେ ମିଛ ଖବର ପ୍ରଶାରଣ କରନ୍ତି l ଉକ୍ତ ବ୍ୟକ୍ତିକୁ ବଦନାମ କରିବା ପଯ୍ୟନ୍ତ କାର୍ଯ୍ୟ କରନ୍ତି l ଏହି କାମରେ ସହଯୋଗ କରନ୍ତି ବମିଖାଲର ବଚୁଆ, ବଣ୍ଟି, ପୋଲିସ୍ ମହିଳା ଓ ପୁହାଣ ପରିବାର l ପୋଲିସ ମହିଳା ସ୍ବାମୀ ଟୁନା ସାମ୍ବାଦିକ ଦଳିତ ଝିଅ ସାହାଯ୍ୟ କରିବାରୁ ଗାଳି ଦେଲେ ସାମ୍ବାଦିକ ଲକ୍ଷ୍ମୀ ସାଗର ଥାନରେ ଏତଲା ଦେଲେ l ଦଳିତ ଝିଅ କେଶ ଥିବା ବିଶ୍ୱଜିତ୍ ( ସୁମନ) ଓ ଟୁନା ୨ୟ ଅପରାଧି ସାମ୍ବାଦିକ ନାମରେ ଏତଲା ଦେଲେ l ଟୁନା ର ଗାଳି ଦେବାର ଭିଡିଓ ଥିବାରୁ ସାମ୍ବାଦିକ ଙ୍କୁ ଭୁଲ ମାଗିଲେ ସାମ୍ବାଦିକ ଖ୍ୟମ କରିଦେଲେ l ସରିନି ଏମାନଙ୍କ ରାଗ l ଏମାନଙ୍କ ନାମରେ ଲକ୍ଷ୍ମୀସାଗର ଥାନାରେ ଏକାଧିକ ମାମଲା ରହିଛି l 20-7-2017ରେ ବଚୁଆ ନାମକ ଅପରାଧୀ ବମିଖାଲ ଛକରେ ଜଣଙ୍କୁ ଜନସେବା କେନ୍ଦ୍ରର ଯୁବକଙ୍କୁ ଗୁଳିମାଡ଼ କରିଥିଲେ l ଏନେଇ ଲଷ୍ମୀସାଗର ଥାନାରେ କେସ ନମ୍ବର 213ରେ ଏକ ମାମଲା ରୁଜୁ କରାଯାଇଥିଲା l ସେହିପରି କେସ ନମ୍ବର 490,464 ରେ ମାମଲା ରହିଛି l ଦାଦାବଟି ଭଳି ସଂଗୀନ ମାମଲା ରହିଛି l ବଚୁଆ ନାମକ ଏହି ଅପରାଧୀ ସରକାରୀ ଜମି ବେପାର କରୁଛନ୍ତି l ସରକାର ଜମିକୁ ଅକ୍ତିଆର କରି ଲୋକଙ୍କୁ ବିକ୍ରି କରୁଛନ୍ତି l ସେ ବିଲଡର ଜିତୁର ଛାତ୍ରଛାୟା ଗୁଣ୍ଡା ଭାବରେ କାମ କରିଆସିଛନ୍ତି। ତାଙ୍କୁ ଜିତୁ ବିଲଡର ବଚୁଆକୁ ରହିବା ପାଇଁ ଏକ ସୁନ୍ଦର ଘର ଉପହାର ସ୍ୱରୂପ ଦେଇଛି।ଜିତୁ ବିଲଡର ସମସ୍ତ କଳା ସାମ୍ରାଜ୍ୟ ଦାୟିତ୍ଵ ତୁଲାଏ ବଚୁଆ l ବଚୁଆ ଦ୍ୱିତୀୟ ମା’ର ପିଲା l ପ୍ରଥମ ମା ପିଲାକୁ ରହୁଥିବା ଜାଗାରେ ବାହାର କରି ନିଜର ଦ୍ୱିତୀୟ ମହଲା ଘର କରିଛନ୍ତି l
ଉଲ୍ଲେଖଯୋଗ୍ୟ ନାବାଳିକାଙ୍କୁ ଶାରୀରିକ ସମ୍ପର୍କ ରଖିଥିଲେ ଏହା ଶୁଣି ବଚୁଆ ସ୍ତ୍ରୀ ନାଳକୁ ଡେଇଁ ପଡ଼ି ଥିଲେ। ଏତିକିରେ ସରିନି କରିତକର୍ମାଙ୍କ ଲମ୍ବା ତାଲିକା। ବଣ୍ଟି ନାମରେ ଲଷ୍ମୀସାଗର ଥାନା କେସ ନମ୍ବର -1/2013ରେ ହତ୍ୟା ମାମଲା ରହିଛି l ସେହିଭଳି କେସ ନମ୍ବର 213/2017ରେ ବନ୍ଧୁକ ଚାଲାଣ ମାମଲା ରହିଛି l ପୁଣି ଏହି ବାବୁଙ୍କ ମାମଲା ସଂଖ୍ୟା କମି ନାହିଁ, ଥାନା କେସ ନମ୍ବର କେସ ନମ୍ବର 302/2020 ମସିହାରେ ପୁଣି ହତ୍ୟା ମାମଲା ରହିଛି। ଗତ ନିର୍ବାଚନ ସମୟରେ କୌଣସି ଅପ୍ରିତିକାର ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ପୁଲିସ ପେସାଦାରଙ୍କ ଉପରେ 107 ଦଫା ଲଗାଇଲା l କିନ୍ତୁ ଅପରାଧି ଏହାର ଫାଇଦା ନେଇଥିଲା। ବମିଖାଲରେ ଆତଙ୍କ ରଚାଇବା ସହ ବନ୍ଧୁକ ଧରି ଉତ୍ପାତ କଲା ବଚୁଆ ଓ ବଣ୍ଟି l ଏହି ଘଟଣା ପରେ ଗ୍ରାମବାସୀଙ୍କୁ ଭୟଭୀତ ଏବଂ *ଆତଙ୍କ କରି ରଖିଛନ୍ତି
ବଣ୍ଟି ତାର ଗ୍ୟାଙ୍କ ମିଶି ଏକ ଝାଡ଼ଖଣ୍ଡ ଛାତ୍ରକୁ ମାରିଦେଇଥିଲେ ଯାହାଫଳରେ ମୃତ ଛାତ୍ରଙ୍କ ବୁଢା ବାପା ବୁଢ଼ୀ ମା ଆଜି ପର୍ଯ୍ୟନ୍ତ ନ୍ୟାୟ ପାଇବା ଆଶାରେ ଭୁବନେଶ୍ୱର କୋର୍ଟକୁ ଝାଡ଼ଖଣ୍ଡରୁ ଦୌଡି ଦୌଡି ନୟାନ୍ତ ହେଲେଣି | କିନ୍ତୁ ଘଟଣା ଘଟଣାଇ ଥିବା ଅଭିଯୁକ୍ତମାନେ ବିନା ଭୟରେ ବୁଲୁଛନ୍ତି।
କିଛିଦିନ ହବ ଦେଶ ଓ ବିଦେଶରେ କିଟର ନେପାଳୀ ଛାତ୍ରୀଙ୍କ ମୃତୁ ଧଟଣାରେ ବିଭିନ୍ନ ସଂଗଠନ ନେପାଳୀ ଛାତ୍ରୀଙ୍କୁ ନ୍ୟାୟ ଦେବାପାଇଁ ଅଣ୍ଟା ଭିଡ଼ିଛନ୍ତି | ବର୍ତମାନ କଥାଉଠୁଛିକି ଏ ଝାଡ଼ଖଣ୍ଡ ଛାତ୍ରଙ୍କୁ ନ୍ୟାୟ ଦେବାପାଇଁ ଏ ସଂଗଠନ ମାନ ଅଣ୍ଟା ଭିଡ଼ିବେକି ?

ଆହୁରି ଅଚି

ପୋଲିସ୍ ମହିଳା
ପୁହାଣ ପରିବାର

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments